ଦାଗ ଲଗାଇବା Dāga lagāibā

  • ଦେ. କ୍ରି — କୌଣସି ବସ୍ତୁରେ ମଇଳା ଚିହ୍ନ ବସାଇବା — To make a stain on any thing; to spoil a thing
  • ଦେ. କ୍ରି — (କୌଣସି ବ୍ଯକ୍ତିଠାରେ) କଳଙ୍କ ଆରୋପ କରିବା — To defame or scandalise a person; to stigmatise
  • ଦେ. କ୍ରି — ଚିରକାଳକୁ ଦାଗୀ କରିଦେବା; ଅନ୍ୟଠାରେ ଭବିଷ୍ୟତକୁ ଦେଖାଯିବା କଳଙ୍କ ଲଗାଇବା — To cause a permanent blot on a person; to disgrace a person
  • ଦେ. କ୍ରି — (ଯଥା—ବୁଝିଥା, ତୋଠେଇଁ ଇମତି ଗୋଟାଏ ଦାଗ ଲଗେଇ ଦେବି ଯେ ମଲାଯାଏ ପାସୋର ଯିବ ନାହିଁ।)