ଦାଗ ରହିବା Dāga rahibā
- ଦେ. ବି — କୌଣସି ପଦାର୍ଥରେ ମଇଲା ଚିହ୍ନ ରହିବା — A stain being left on something
- ଦେ. ବି — କ୍ଷତଚିହ୍ନ ଦେହରେ ରହିଯିବା — A cicatrice being left on the body
- ଦେ. ବି — ଏବେ ଯେଉଁ ବିଚାର କରିଛ ମନରେ, କଲେ ଦାଗ ରହିବ ତୁମ୍ଭର ଗାଲରେ। କୃଷ୍ଣସିଂହ-ମହାଭାରତ ଶଲ୍ୟ।