ଦାଖଲ୍ କରିବା Dākhal karibā
- ଦେ. କ୍ରି. (କଚିରିଆ) — ପଏଠ ଦେବା; ପଟାଇବା — To pay; to deliver
- ଦେ. କ୍ରି. (କଚିରିଆ) — ଉପସ୍ଥାପିତ କରିବା — To produce; to present; to submit; to file
- ଦେ. କ୍ରି. (କଚିରିଆ) — କାଗଜପତ୍ରରେ ନାମ ଆଦି ପୂରଣ କରିବା; ନାମ ଯୋଗାଇବା; ଚଢ଼ାଇବା — To enter on paper; to record; to add the name