ଦାକ୍ଷିଣ୍ୟ Dākshiṇya
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — ଦୟା — Humanity; kindness; pity; generosity; milk of human kindness
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — ପରଚ୍ଛନ୍ଦାନୁବର୍ତ୍ତନ, ଆନୁକୂଲ୍ୟ; ପ୍ରସନ୍ନତା — Patronage; favour
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — ଔଦାର୍ଯ୍ଯ; ଉଦାରତା — Liberal-mindedness
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — ସରଳତା — Frankness; sincerity; simplicity
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — ଭଦ୍ରତା; ସୌଜନ୍ୟ — Courtesy; politeness
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — ଅନ୍ଯ ବ୍ଯକ୍ତିର ଚିତ୍ତକୁ ପ୍ରସନ୍ନ କରିବାର ଭାବ — Creating of a favourable impression on another's mind
- ସଂ. ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ) — [ଦ୍ର—ଏହା ଦୟା ସଙ୍ଗେ ସହଚର ଶବ୍ଦରୂପେ ବ୍ଯବହୃତ ହୁଏ।]
- ବିଣ — (ଦକ୍ଷିଣା+ଯ)—ଦକ୍ଷିଣାର ଉପଯୁକ୍ତ; ଦକ୍ଷିଣାର୍ହ — Deserving to be given a present