ଦାକ୍ଷାୟଣ Dakshāyaṇa
- ସଂ. ବି. (ଦକ୍ଷ+ଅନୟ) — ସୁନା (ହି. ଶବ୍ଦସାଗର) — Gold
- ସଂ. ବି. (ଦକ୍ଷ+ଅନୟ) — ଭୂଷଣଆଦି ମନୋହର ଦ୍ରବ୍ୟ (ହି. ଶବ୍ଦସାଗର) — Ornaments and other fancy things
- ସଂ. ବି. (ଦକ୍ଷ+ଅନୟ) — ସ୍ୱର୍ଣ୍ଣମୁଦ୍ରା; ମୋହର (ହି. ଶବ୍ଦସାଗର) — 2. Gold coin
- ସଂ. ବି. (ଦକ୍ଷ+ଅନୟ) — ଦକ୍ଷଯଜ୍ଞ (ଦେଖ) — Dakshaj̄agn̄a (See)