ଦାକ୍ଷାୟଣୀ Dākshāyaṇī

  • ସଂ. ବି. ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅୟନ +ସ୍ତ୍ରୀ. ଈ) — ଦକ୍ଷପ୍ରଜାପତିଙ୍କ କନ୍ଯା, ସତୀ; ପାର୍ବତୀ; ଦୁର୍ଗା — Sati; pārbati in her previous birth
  • ସଂ. ବି. ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅୟନ +ସ୍ତ୍ରୀ. ଈ) — କେହି ନ ବୋଲୁ ଦାକ୍ଷାୟଣୀ ଅଟଇ ଶିବର ଘରଣୀ—ଜଗନ୍ନାଥ. ଭାଗବତ।
  • ସଂ. ବି. ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅୟନ +ସ୍ତ୍ରୀ. ଈ) — (ଜ୍ୟୋତିଷ) ରେବତୀ ନକ୍ଷତ୍ର — The 7th lunar mansion
  • ସଂ. ବି. ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅୟନ +ସ୍ତ୍ରୀ. ଈ) — ସଂ. ବହୁବଚନ—(ଜ୍ୟୋତିଷ) ଅଶ୍ୱିନ୍ୟାଦି 27 ନକ୍ଷତ୍ର — ସଂ. ବହୁବଚନ—(ଜ୍ୟୋତିଷ) ଅଶ୍ୱିନ୍ୟାଦି27ନକ୍ଷତ୍ର—. The 27 constellations or lunar mansions
  • ସଂ. ବି. ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅୟନ +ସ୍ତ୍ରୀ. ଈ) — ରୋହିଣୀ ନକ୍ଷତ୍ର (ହି. ଶବ୍ଦସାଗର) — The th lunar mansion
  • ସଂ. ବି. ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅୟନ +ସ୍ତ୍ରୀ. ଈ) — କଶ୍ୟପଙ୍କ ସ୍ତ୍ରୀ; ଅଦିତି — A wife of Kaṡyapa; Aditi
  • ସଂ. ବିଣ ଦାକ୍ଷାୟଣ+ଇନ୍ — ସ୍ୱର୍ଣ୍ଣନିର୍ମିତ (ହି. ଶବ୍ଦସାଗର) — Golden