ଦାକ୍ଷାଯ୍ୟ Dākshāj̄ya

  • ସଂ. ବି (ଦକ୍ଷ୍=ବେଗବାନ୍ ହେବା+ଆଯ୍ଯ=ଦକ୍ଷାଯ୍ଯ+ ଅପତ୍ୟାର୍ଥେ. ଅ) — ଗରୁଡ଼; ବିଷ୍ଣୁଙ୍କ ବାହାନ — The Garuṟḍ̠a (king of birds)
  • ସଂ. ବି (ଦକ୍ଷ୍=ବେଗବାନ୍ ହେବା+ଆଯ୍ଯ=ଦକ୍ଷାଯ୍ଯ+ ଅପତ୍ୟାର୍ଥେ. ଅ) — ଶାଗୁଆ; ଗୃଧ୍ର — Vulture