ଦାଉ Dāu
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ବାଧା; ସନ୍ତାପ — Torture; harassment
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ଦାଉ ପାଇ ମୁଁ ହେଜିଲି ଏବେ—କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା।
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ତୋଡ଼; ତେଜ; ପ୍ରତାପ — Force; violence; brunt
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ଅତ୍ୟାଚାର; ଜୁଲମ — Oppression; tyranny
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ଦେହରେ ନ ରଖି ସ୍ଥାନ ପୁଣି ଗାଢେ ଆଲିଙ୍ଗନ ଏତେ ଦାଉ ପାରିବି କି ସହି ରେ—କବିସୂର୍ଯ୍ୟ. ସଙ୍ଗୀତ।
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ଜ୍ୱାଳା — Heat; burning pain
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ପୀଡ଼ା; ବ୍ଯଥା; ବେଦନା; ଯନ୍ତ୍ରଣା — Trouble; pain; distress
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ଲସିବି ଯେବେ ପାଇ ନିନ୍ଦା ଦାଉ ଲାଗିଲି ଆପଣଙ୍କୁ କେହି ଆଉ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଲ—ଗୀତ।
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ମର୍ମସ୍ଥାନ; ମାଡ଼ ଦେବାର ବା ଆଘାତ କରିବାର ଉପଯୁକ୍ତ ସ୍ଥାନ — Tendermost part; vulnerable part where a stroke can take effect; vital part of the body
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ସୁଯୋଗ; ସୂତ୍ର; ସୁବିଧା — Convenience; fit opportunity
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ପାଞ୍ଚ ବାଟି ହାତ ଚାଷ, ଯେଣିକି ଅନାଇଲେ ଟଙ୍କା, ରୋଜଗାରର ଦାଉ କିଏ ଛାଡ଼େ—ଫକୀରମୋହନ. ଗଳ୍ପସ୍ୱଳ୍ପ।
- ଦେ. ବି. (ସଂ. ଦାବ= ଉତ୍ତାପ; ସଂ. ଦାନ; ଫା. ଦାଉଁ) — ଅଦଉତି — Enmity; grudge