ଦାଉ ସାଧିବା Dāu sādhibā

  • ଦେ. କ୍ରି — ପ୍ରତିଶୋଧ ନେବା — To retaliate; to be avenged; to feed fat one's grudge; to take grudge; to repay one in one's own coil
  • ଦେ. କ୍ରି — ଚିର କୌମାର ଯା ମନାସିଣ ଥିଲି ସାଧିଲା ବିଧିସେ ଦାଉ। ରାଧାନାଥ. ଯଯାତି।