ଦାଇକା ପକାଇବା Dāikā pakāibā

  • ଦେ. କ୍ରି. ବି — ଯାତ୍ରାବାଲା ତାର ଅପର ପକ୍ଷ ପ୍ରତି ଛଳୋକ୍ତି ପ୍ରୟୋଗ କରି ଗୀତ ଗାଇବା — Singing of ironical doggerels or couplets by a dancer against his antagonistic party