ଦାଇ ମୁଦେଇ Dāi mudei

  • ଦେ. ବି. (ସହଚର ଶବ୍ଦ; ସଂ. ଦାୟୀ ଓ ଫା. ମୁଦେଇ) — କୌଣସି ଅଭିଯୋଗ ସମ୍ବନ୍ଧେ ପ୍ରକାଶ୍ୟଭାବରେ ଅଭିଯୋଗ ଉତ୍ଥାପନ କରିବା ବ୍ଯକ୍ତି — A person who accuses another openly
  • ଦେ. ବି. (ସହଚର ଶବ୍ଦ; ସଂ. ଦାୟୀ ଓ ଫା. ମୁଦେଇ) — ଦାବୀଦାର — Claimant
  • ଦେ. ବିଣ — ଦାୟିତ୍ୱପୂର୍ଣ୍ଣ (ଲୋକ) — Responsible; accountable