ଦା। ଖା। Dā khā

  • ଦେ. (ଜମିଦାରି ଓ କଚେରିଆ ସାଙ୍କେତିକ) — 'ଦାଖଲ' 'ଖାରଜ' ର ସାଙ୍କେତିକ ଅକ୍ଷରଦ୍ୱୟ — Abbreviation denoting'ଦାଖ୍ଲଖାରଜ'or mutation; alteration of names
  • ଦେ. (ଜମିଦାରି ଓ କଚେରିଆ ସାଙ୍କେତିକ) — [ଦ୍ର—'। ଖା। ଦା।' ମଧ୍ୟ ଏଥିର ସାଙ୍କେତିକ ରୂପେ ବ୍ଯବହୃତ ହୁଏ।]