ଦହ୍ୟମାନ Dahyamāna

  • ସଂ. ବିଣ. (ଦହ୍ ଧାତୁ+କର୍ମ. ଆନ ଶାନଚ) — ଯାହା ଜଳୁଅଛି; ଯାହା ଦଗ୍ଧ ହେଉଅଛି; ଜଳୁଅଛି — Burning
  • ସଂ. ବିଣ. (ଦହ୍ ଧାତୁ+କର୍ମ. ଆନ ଶାନଚ) — (ଲକ୍ଷଣାର୍ଥ; ଯଥା—ହୃଦୟ) ଦହଗଞ୍ଜ — Greartly perturbed; affected; troubled