ଦହିମୋହିଁବା Dahimohiñbā

  • ଦେ. କ୍ରି. (ସଂ. ଦଧି ଓ ମଥ୍ ଧାତୁରୁ) — ଘୋଳି ଦହି ତିଆରି କରିବା ପାଇ ବସା ଦହିକୁ ଖୁଆରେ ମନ୍ଥନ କରିବା; ଦଧି ମନ୍ଥନ କରିବା — To churn curd