ଦହିନଉତି Dahinauti

  • ଦେ. ବି — ଦେଉଳର ମୁଣ୍ଡିରେ ଚକ୍ରତଳେ ଥିବା ଦଧିଭାଣ୍ଡ ଆକାରରେ ଗୋଲାକାର ପଥର ବା ଚୂନର ଗୋଲକ — The round pitcher like ball of stone or masonry put on the crown of a temple
  • ଦେ. ବି — ତକ୍ରପୂର୍ଣ୍ଣ ବଡ଼ ହାଣ୍ଡି — A large pot full of whey