ଦହିତୋଡ଼ପା Dahitoṟḍ̠apā

  • ଦେ. ବି — ଦହିବାଲୀ ଦହି ବିକ୍ରି କରିବାବେଳେ ଦହି ମାପିବା ପାଇଁ ବ୍ଯବହାର କରୁଥିବା ସଢ଼େଇ ବା କଂସାନିର୍ମିତ ପାତ୍ରବିଶେଷ — A pot (made of cocoa- nut shell or bellmetal) used for measuring curd while selling
  • ଦେ. ବି. ପୁଂ — (ଗାଳିବିଶେଷ) ଯେଉଁ ବ୍ଯକ୍ତି ହାପୁର କରି ଏକାଥରକେ ବହୁପରିମାଣରେ ଦହି ଖାଏ ଓ ଏପରି ଖାଇଲାବେଳେ ସଡ଼ସଡ଼ ଶବ୍ଦ କରେ — One who gulps a large quantity of whey down his throat with a sound
  • ଦେ. ବି. ପୁଂ — ଚେପଟା ନାକୀ ସୋଡ଼କୀ (ସୋଡ଼ଚୀ) ଅଇଁଠା ପତରେ ଖାଏ; ଗୋଡ଼ରେ ଅଇଁଠା ଲାଗିଲାକ୍ଷଣି ନଈକି ଗାଧୋଇ ଯାଏ। ଢଗ।