ଦହି ମାଛ Dahi māchha

  • ଦେ. ବି. (ସହଚର ଶବ୍ଦ; ସଂ. ଦଧି ଓ ମତ୍ସ୍ୟ। କୌଣସି ଶୁଭକାର୍ଯ୍ୟ ପାଇଁ ଅନୁକୂଳ କରିବା ସମୟରେ ଦହି ଓ ଜୀଅନ୍ତା ମାଛ ଦେଖି କରି ଗଲେ ଉକ୍ତ କାର୍ଯ୍ୟ ସଫଳ ହୁଏ ବୋଲି ଲୋକଙ୍କର ବିଶ୍ୱାସ ଥିବାରୁ) — କୌଣସି ଶୁଭକାର୍ଯ୍ୟ ଉପଲକ୍ଷରେ ଅନୁକୂଳ କରୁଥିବା ବ୍ଯକ୍ତିକୁ ଦେଖାଇବା ଦଧି ଜୀଅନ୍ତା ମାଛ — Curd and living fish shown to a person while setting out to accomplish some thing of importance