ଦହି ପଖାଳ Dahi pakhāḻa

  • ଦେ. ବି — ଦଧ୍ୟନ୍ନ; ଭାତ ସଙ୍ଗେ ଦହି ମିଶାଇ ପ୍ରସ୍ତୁତ କରାଯିବା ଏକପ୍ରକାର ରୁଚିକର ଖାଦ୍ୟ — Boiled rice moistened with curds
  • ଦେ. ବି — ଦହି ଭାତ, ଦଇ ପଖାଳ ଅନ୍ଯରୂପ — ଦହି ଭାତ, ଦଇ ପଖାଳଅନ୍ଯରୂପ
  • ଦେ. ବି — [ଦ୍ର-ରୁଚିଭେଦରେ ଏଥିରେ ଲେମ୍ବୁରସ, ଅଦାଛେଚା, କିଞ୍ଚିତ୍ ମିଠା ଦେଇ ଘିଅ ଓ ଜୀରା ବଘାରିବାଦ୍ୱାରା ଏହା ସମୟ ସମୟରେ ଅତି ଉପାଦେୟ ହୁଏ। ଏମନ୍ତ କି ଦେବତାମାନଙ୍କ ନିକଟରେ ଖେଚେଡ଼ି ସଙ୍ଗେ ଦହିପଖାଳ ଭୋଗରୂପେ ଅର୍ପିତ ହୁଏ।]