ଦହି ଦେବା Dahi debā
- ଦେ. କ୍ରି — ଦହନ କରିବା; ନାଶ କରିବା — To destory
- ଦେ. କ୍ରି — ତିନିଲୋକ ବୀରଙ୍କ ଦର୍ପ ଦେବି ଦହି—କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି — ଦଳିଚକଟି ପକାଇବା — To crush; to knead
- ଦେ. କ୍ରି — (ଲକ୍ଷଣାର୍ଥ) ବଳିଯିବା — (firugative) To excel
- ଦେ. କ୍ରି — ଯୁଧିଷ୍ଟିରଙ୍କ କରେ ଶକ୍ତିବର ରହି ଯମ କାଳଦଣ୍ଡ ପ୍ରଭାକୁ ଦେଲା ଦହି। କୃଷ୍ଣସିଂହ. ମହାଭାରତ. ଶଲ୍ୟ।