ଦହସତ୍ Dahaṣsat
- ବୈଦେ. ବି. (ଫା. ଦହଶତ୍=ଭୟ) — ଭୟ; ଭୀତି — Fear; fright
- ବୈଦେ. ବି. (ଫା. ଦହଶତ୍=ଭୟ) — କଠୋର ଦାୟିତ୍ୱ; ବଦି — Grave responsibility
- ବୈଦେ. ବି. (ଫା. ଦହଶତ୍=ଭୟ) — ଦହଗଞ୍ଜ; ବାଧା; ପୀଡ଼ା — Worry; botheration
- ବୈଦେ. ବି. (ଫା. ଦହଶତ୍=ଭୟ) — ଦୁଃଖ; କଷ୍ଟ — Trouble
- ବୈଦେ. ବି. (ଫା. ଦହଶତ୍=ଭୟ) — ବିପଦ — Calamity
- ବିଣ — ଭୀତିଜନକ — Frightening; causing fear
- ବିଣ — ପୀଡ଼ିତ; ବାଧାପ୍ରାପ୍ତ; ବ୍ୟତିବ୍ୟସ୍ତ — Worried