ଦହସତ୍ ଦେବା Dahasat debā

  • ଦେ. କ୍ରି. — ବାଧା ଦେବା; ପୀଡା ଦେବା — To worry; to paster
  • ଦେ. କ୍ରି. — ଭୟ ଜନ୍ମାଇବା — To cause fright
  • ଦେ. କ୍ରି. — ବଦିରେ ପକାଇବା; ବିପନ୍ନ କରିବା — To cause a person to be involved in troubles, to afflict a person