ଦସ୍ତର୍ ଖାନା Dastar-khānā

  • ବୈଦେ. ବି (ଫା. ଦସ୍ତର୍ ଖୋୟାନନ୍ଦ୍) — ଟେବଲ ଉପରେ ପକାଇବାର ଲୁଗା — Table cloth
  • ବୈଦେ. ବି (ଫା. ଦସ୍ତର୍ ଖୋୟାନନ୍ଦ୍) — ମୁସଲମାନ୍ ଓ ସାହେବମାନେ ଖାଇବାବେଳେ ଟେବଲ ଉପରେ ବା ଭୂମି ଉପରେ ଯେଉଁ ଚାଦର ବିଛାନ୍ତି ଓ ଯହିଁ ଉପରେ ଖାଦ୍ୟପାତ୍ରାଦି ରଖାଯାଏ — A cloth spred on the table or on the ground on which dinner-plates are set