ଦସ୍ତରବନ୍ଦ୍ Dastar-band

  • ବୈଦେ. ବି. (ଫା. କଚିରିଆ) — କୌଣସି କାଗଜପତ୍ରର ଏକତ୍ର ସଂଗ୍ରହ — Colletion of records at one place
  • ବୈଦେ. ବି. (ଫା. କଚିରିଆ) — ରାଜକୀୟ କାଗଜପତ୍ର ଯାହାଙ୍କ ଅଧୀନରେ ରହେ (ନନ୍ଦେ) — A keeper of public records
  • ବୈଦେ. ବିଣ — ଏକତ୍ର ସଂଗୃହୀତ (କାଗଜପତ୍ର) — Collected together (records)