ଦସ୍ତବସ୍ତ Dastabasta

  • ବୈଦେ. ବି (ଫା. ଦସ୍ତବସ୍ତହ୍) — କୃତାଞ୍ଜଳି; ଜୋଡ଼ହାତ; ପ୍ରାର୍ଥନାକାରୀ ଦ୍ୱାରା ଅଞ୍ଜଳୀକୃତ କରତଳ ଯୁଗ୍ମ — Folded hands; folded palms (of a suppliant person)
  • ବିଣ — କୃତାଞ୍ଜଳି; ଯେଉଁ ବ୍ଯକ୍ତି ପ୍ରାର୍ଥନା କରିବା ବେଳେ ଦୁଇ ହାତକୁ ଜୋଡ଼ିଛି — (a person) with folded hands