ଦସ୍ତଖତ କରିବା Dastakhata karibā

  • ଦେ. କ୍ରି — ସ୍ୱାକ୍ଷର କରିବା — To sign
  • ଦେ. କ୍ରି — [ଦ୍ର—ନିଜ ଦ୍ୱାରା ବା ଅନ୍ଯ ଦ୍ୱାରା ଲିଖିତ ଦସ୍ତା— ବିଜରେ ଦସ୍ତଖତ କରିବା ବ୍ଯକ୍ତି ଉକ୍ତ ଦସ୍ତାବିଜରେ ଲେଖାଥିବା ବିଷୟକୁ ସ୍ୱୀକାର କରିଥିବାର ବିବେଚିତ ହୁଏ।]