ଦସ୍ତକ୍ Dastak

  • ବୈଦେ. ବି (ଫା) — ଅମଳଦସ୍ତକ୍; ଅନୁମତିପତ୍ର; ଆଦେଶ— ପତ୍ର; ହୁକୁମନାମା; ଅମଳନାମା — Permit; pass; order
  • ବୈଦେ. ବି (ଫା) — ଗିରଫଦାରି ବା ଅସୁଲି ପରୁଆନା — A writ of arrest or realisation of money