ଦସ୍ତକତ୍ Dastakat

  • ବୈଦେ. ବି (ଫା. ଦସ୍ତଖତ୍=ହାତଲେଖ) — ସ୍ୱାକ୍ଷର; କୌଣସି ଲିଖିତ ପତ୍ରରେ ନିଜ ହାତରେ ଲେଖା ହୋଇଥିବା ନିଜ ନାମ — One's own signature in a document
  • ବୈଦେ. ବି (ଫା. ଦସ୍ତଖତ୍=ହାତଲେଖ) — କୌଣସି ଦଲିଲରେ ଆପଣା ନାମ ସ୍ୱାକ୍ଷର କରିବା କର୍ମ — The act of signing one's name in a document