ଦସ୍ତ ବୁକଚା Dasta bukachā

  • ବୈଦେ. ବି. (ଫା+ଦସ୍ତ+ତୁର୍କୀ—ବୁକ୍ଚା) — ଯେଉଁ ପୁଡ଼ାରେ ମନୁଷ୍ୟର ନିତ୍ୟ— ବ୍ଯବହାର୍ଯ୍ଯ ଲୁଗାପଟା ବନ୍ଧା ହୋଇ ରଖାଯାଏ — A bundle containing the dress and clothes for one's every day use