ଦସ୍ତ ବରଦାର୍ ହେବା Dasta baradār hebā

  • ଦେ. କ୍ରି. (କଚିରିଆ) — କୌଣସି ସମ୍ପତ୍ତି ବା ବିଷୟରୁ ଆପେ ଆପେ ଅନ୍ତର ହେଇ ଯିବା; ଇସ୍ତଫା ଦେବା — To give up or relinquish one's right to a matter or property