ଦସ୍ (ଧାତୁ) Das (root)

  • ସଂ. — ଉତ୍କ୍ଷେପଣ କରିବା — To lift up; to throw up
  • ସଂ. — କ୍ଷୟ କରିବା — To waste
  • ଦେ. ଅ. — (ଧ୍ୱନ୍ୟର୍ଥକ ଅବ୍ଯୟ, ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୋଇ ବ୍ଯବହୃତ ହୁଏ।—ହଠାତ୍; ଦୁପ୍; କାଚୁ — Suddenly with a sound
  • ଦେ. ଅ. — (ଯଥା—ଏ ଖବର ଶୁଣି ସେ ଦସ୍ କିନି ବସି ପଡ଼ିଲା)
  • ଦେ. ଅ. — ପ୍ରକାରେ; ରୂପେ; କରି — An adverbial suffix meaning in the manner of
  • ଦେ. ଅ. — (ଯଥା—ସେ ଦୁମ୍ଦୁସ୍ ମୋତେ ବିଧାଏ ମାଇଲା; ସେ ଝଟଦସ ସେଠାରୁ ଉଠି ପଳାଇଗଲା।)