ଦଶେଇବା Diṡeibā

  • ଦେ. କ୍ରି (ସଂ. ଦୃଶ ଧାତୁ ଣିଚ ଦର୍ଶି ଧାତୁ) — ଦେଖାଇବା — To show; to exhibit
  • ଦେ. କ୍ରି (ସଂ. ଦୃଶ ଧାତୁ ଣିଚ ଦର୍ଶି ଧାତୁ) — ସେ ରଙ୍ଗବଣେ ଯେ ହୋଇଲେ ଅଶୋକ ସ୍ତବକ—ଉରଜ ଦିଶାଇ— ଉପେନ୍ଦ୍ର ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ।