ଦଶିପୋକ Daṡipoka
- ଦେ. ବି (ସଂ. ଦଶା=ଲୁଗାରପଣତରୁ ବାହାରିଥିବା ସୂତା; ଏ ପୋକମାନେ ସୂତା ପରି ସରୁ ଥିବାରୁ) — ଏକପ୍ରକାର କୃମି; ଅତି କ୍ଷୁଦ୍ର ଏବଂ ଟିକି ଟିକି ଧଳ ସୂତା ଭଳି କୃମି। ଏହି କୃମି ମନୁଷ୍ୟର ଗୁହ୍ୟଦ୍ୱାରରେ ମଳ ସଙ୍ଗେ ଦେଖାଯାଆନ୍ତି — Worms; maggots (white and very small and slender like threads); the join worm; thread worm
- ଦେ. ବି (ସଂ. ଦଶା=ଲୁଗାରପଣତରୁ ବାହାରିଥିବା ସୂତା; ଏ ପୋକମାନେ ସୂତା ପରି ସରୁ ଥିବାରୁ) — ଦଶିପୋକ ହୃଦରେ ମୁଁ ଥାଏଁ ନିରନ୍ତରେ—ନନ୍ଦେ. ନାମରତ୍ନଗୀତା।