ଦଶୁଆଳ Daṡuāḻa

  • ଦେ. ବିଣ (ପ୍ରାଚୀନ) — ଦଶମ — Tenth
  • ଦେ. ବିଣ (ପ୍ରାଚୀନ) — ଈକ୍ଷ୍ୱାକୁଙ୍କର ଦଶୁଆଳ ପୁତ୍ରନାମ ଦଶାଶ୍ୱ ବୋଲି କହି ଜାଣ ନୃପୋତ୍ତମ। କୃଷ୍ଣସିଂହ. ମହାଭାରତ ଶାନ୍ତି।