ଦଶାର୍ଣ୍ଣା Daṡārṇṇā

  • ସଂ. ବି (ଦଶାର୍ଣ୍ଣ+ଆ) — ଧସାନ୍ ନଦୀ — Name of a river
  • ସଂ. ବି (ଦଶାର୍ଣ୍ଣ+ଆ) — [ଦ୍ର—ଏ ନଦୀ ବିନ୍ଧ୍ୟାଚଳରୁ ବାହାରି ବୁନ୍ଦେଲଖଣ୍ଡର କେତେକ ଅଂଶ ବାଟେ ଯାଇ କାଳପୀ ନାମକ ସ୍ଥାନ ନିକଟରେ ଯମୁନାରେ ମିଳିତ ହୋଇଅଛି—ହି. ଶବ୍ଦସାଗର।]