ଦଶାମୁହୀଁ Daṡāmuhīñ

  • ପ୍ରାଦେ. (ବାଲେଶ୍ୱର) ବିଣ. ସ୍ତ୍ରୀ — (ଗାଳିରେ ବ୍ଯବହୃତ) ଯାହାର (ଯେ ସ୍ତ୍ରୀଲୋକର) ମୁହଁ ନାନା ମୃତ୍ୟୁଘଟିତ ଯନ୍ତ୍ରଣାରେ ସଦା ବିମର୍ଷ ଦିଶୁଥାଏ — Pale-faced (woman); undergoing troubles of series of deaths in the family