ଦଶାବିପାକ Daṡābipāka

  • ସଂ. ବି. (ଦଶା+ବିପାକ; 6 ଷ୍ଠୀ ତତ୍) — ଯେତେ ଦିନ ମନୁଷ୍ୟକୁ କୌଣସି ଦଶା ଭୋଗ କରିବାକୁ ହୁଏ; ତାହାର ଭୋଗ ହେବା — The full period or duration of any evil aspect of the planets or misfortune which befall a man