ଦଶାଙ୍ଗୁଳ Daṡāṅguḻa

  • ସଂ. ବି — ଦଶ ଆଙ୍ଗୁଳି ପରିମାଣ — A space of ten fingers' measure
  • ସଂ. ବି — (ବହୁବ୍ରୀହି; ଉପରି ଭାଗରେ ଆଙ୍ଗୁଳି ପରି ଦଶ ଗୋଟି ରେଖା ଥିବାର) ତରଭୁଜ ଫଳ — Melon
  • ବିଣ — ଦଶ ଆଙ୍ଗୁଳ ପରିମିତ — Measured by the space of ten fingers of the hand