ଦଶା ଝିଅ Daṡā jhia
- ପ୍ରାଦେ. (ବାଲେଶ୍ୱର) ବି. ସ୍ତ୍ରୀ — (ଗାଳିରେ ବ୍ଯବହୃତ) ଯେଉଁ ଘରୁ ଲୋକେ ସବୁ ବେଳେ ମରନ୍ତି ସେହି ଘରର ଝିଅ; ଯେଉଁ ଝିଅ ଘରେ ଦୁର୍ଦ୍ଦଶା ସୃଷ୍ଟି କରେ — (a term of abuse applied to woman) The daughter of the unfortunate family in which very often death occurs