ଦଶବିଶ Daṡabiṡa

  • ପ୍ରାଦେ. (ଯାଜପୁର) ବି. — ବିବାହର 10 ମ ଦିବସରେ ଜୋଇଁର ଶଶୁରଘରକୁ ଯିବା — ବିବାହର10ମ ଦିବସରେ ଜୋଇଁର ଶଶୁରଘରକୁ ଯିବା—The going of the bridegroom to the bride's house in the 10th day after marriage
  • ପ୍ରାଦେ. (ଯାଜପୁର) ବି. — [ଦ୍ର—ତା ପୂର୍ବଦିନ ପାହାନ୍ତିଆରୁ ( 9 ମଙ୍ଗଳା ଦିନ ପାହାନ୍ତିଆରୁ) କନ୍ୟାକୁ ବରଘରୁ ଅନ୍ୟର ଦୃଷ୍ଟିର ଅଗୋଚରରେ ବାପ ଘରକୁ ପଠାଇ ଦିଆଯାଏ। ମତାନ୍ତରେ 8 ମଙ୍ଗଳା ଦିନ ବର ଘରର କେହି ଲୋକ କନ୍ୟାକୁ ଦେଖିବା ବିହିତ ନୁହେଁ ବୋଲି ବିଶ୍ୱାସ ଅଛି। ଜୋଇଁକୁ କାଁସୀରେ ଶଶୁରଘରେ ନୂଆ ଗୁଡ଼ ଖାଇବାକୁ ଦିଆଯାଏ।] — [ଦ୍ର—ତା ପୂର୍ବଦିନ ପାହାନ୍ତିଆରୁ (9ମଙ୍ଗଳା ଦିନ ପାହାନ୍ତିଆରୁ) କନ୍ୟାକୁ ବରଘରୁ ଅନ୍ୟର ଦୃଷ୍ଟିର ଅଗୋଚରରେ ବାପ ଘରକୁ ପଠାଇ ଦିଆଯାଏ ମତାନ୍ତରେ8ମଙ୍ଗଳା ଦିନ ବର ଘରର କେହି ଲୋକ କନ୍ୟାକୁ ଦେଖିବା ବିହିତ ନୁହେଁ ବୋଲି ବିଶ୍ୱାସ ଅଛି ଜୋଇଁକୁ କାଁସୀରେ ଶଶୁରଘରେ ନୂଆ ଗୁଡ଼ ଖାଇବାକୁ ଦିଆଯାଏ]