ଦଶବାର୍ଷିକ Daṡabārshika

  • ସଂ. ବିଣ (ଦଶବର୍ଷ+ଇକ) — ଦଶ ବର୍ଷରେ ସମ୍ପାଦ୍ୟ — Achievable in ten years
  • ସଂ. ବିଣ (ଦଶବର୍ଷ+ଇକ) — ଦଶ ବର୍ଷ ଅନ୍ତରରେ ଘଟିବା; ଦଶସାଲା — Happening or taking place once in a decade