ଦଶଗ୍ରାମୀ Daṡagrāmī

  • ସଂ. ବି. (ଦଶଗ୍ରାମ+ଇନ୍) — ଦଶ ଗ୍ରାମର ଅଧିକାରୀ; ରାଜାଙ୍କ ପକ୍ଷରୁ ନିଯୁକ୍ତ 10 ଟି ଗ୍ରାମର ଶାସକ — ଦଶ ଗ୍ରାମର ଅଧିକାରୀ; ରାଜାଙ୍କ ପକ୍ଷରୁ ନିଯୁକ୍ତ10ଟି ଗ୍ରାମର ଶାସକ— The holder or proprietor of ten villages