ଦଶକ୍ରିୟା Daṡa kriyā

  • ଦେ. ବି — ମୃତ୍ୟୁର ଦଶ ଦିନ ଯାକ ଯେଉଁ ଔର୍ଦ୍ଧ୍ୱଦେହିକ କ୍ରିୟା ବା ଶୁଦ୍ଧିଶ୍ରାଦ୍ଧାଦି ମୃତବ୍ଯକ୍ତିର ଆତ୍ମାର ସଦ୍ଗତି ନିମିତ୍ତ ସମ୍ପାଦନ କରାଯାଏ — The funeral rites performed by a man's heir during the ten days of his death