ଦଶ ପଚିଶ Daṡa pachiṡa

  • ଦେ. ବି — ଆଠପଚିଶି ଖେଳ; ସ୍ତ୍ରୀମାନଙ୍କର ଏକପ୍ରକାର କଉଡ଼ି ଖେଳ; କସିପାଞ୍ଚି ଖେଳ — A kind of game with cowries played by women
  • ଦେ. ବି — [ଦ୍ର—ଏହି ଖେଳରେ 4 ଜଣ ଖେଳାଳୀ 7 କଡ଼ା କଉଡ଼ିକୁ ମୁଠା କରି ଭୂଇଁରେ ପକଇ ଖେଳନ୍ତି। ଏକ କଡ଼ା କଉଡ଼ି ଚିତି ହୋଇ ପଡ଼ିଲେ 1 ଓ ପାଞ୍ଚକଡ଼ା ଚିତି ହୋଇ ପଡ଼ିଲେ 25 ଗଣାଯାଏ। ଏହି 10 ଓ 25 କୁ ନେଇ ଏ ଖେଳର ଏପରି ନାମ କରଣ ହୋଇଛି।] — [ଦ୍ର—ଏହି ଖେଳରେ4ଜଣ ଖେଳାଳୀ7କଡ଼ା କଉଡ଼ିକୁ ମୁଠା କରି ଭୂଇଁରେ ପକଇ ଖେଳନ୍ତି ଏକ କଡ଼ା କଉଡ଼ି ଚିତି ହୋଇ ପଡ଼ିଲେ1ଓ ପାଞ୍ଚକଡ଼ା ଚିତି ହୋଇ ପଡ଼ିଲେ25ଗଣାଯାଏ ଏହି10ଓ25କୁ ନେଇ ଏ ଖେଳର ଏପରି ନାମ କରଣ ହୋଇଛି]
  • ଦେ. ବିଣ—(ବହୁ ଅର୍ଥଜ୍ଞାପକ ସଂଖ୍ୟାବାଚକ ସହଚର) — ଦଶଠାରୁ ପଚିଶ ମଧ୍ୟରେ ଅନିଶ୍ଚିତ ସଂଖ୍ୟକ — Of indefinite number between 10 and 25
  • ଦେ. ବିଣ—(ବହୁ ଅର୍ଥଜ୍ଞାପକ ସଂଖ୍ୟାବାଚକ ସହଚର) — [ଦ୍ର—ଠିକ୍ ସଂଖ୍ୟା ନିଶ୍ଚୟ କରି ନ ପାରିଲେ ଅନ୍ଦାଜି ଦ୍ୱାରା ଲୋକେ ଏହିପରି ବାକ୍ୟ ବ୍ଯବହାର କରିଥାନ୍ତି। ଯଥା—ସେ ସ୍ଥାନରେ ଦଶ ପଚିଶ ଜଣ ଲୋକ ଥିଲେ— ଅର୍ଥାତ 10 ରୁ ଅଧିକ ଓ 25 ରୁ ନ୍ୟୁନ ଏପରି ଲୋକ ଥିଲେ। ଏହିପରି 'ଦଶ ବାର' 'ଦଶ ପନ୍ଦର' 'ଦଶ କୋଡିଏ' 'ଦଶ ତିରିଶି' ଇତ୍ୟାଦି ଶବ୍ଦର ବ୍ଯବହାର ଅଛି।] — [ଦ୍ର—ଠିକ୍ ସଂଖ୍ୟା ନିଶ୍ଚୟ କରି ନ ପାରିଲେ ଅନ୍ଦାଜି ଦ୍ୱାରା ଲୋକେ ଏହିପରି ବାକ୍ୟ ବ୍ଯବହାର କରିଥାନ୍ତି ଯଥା—ସେ ସ୍ଥାନରେ ଦଶ ପଚିଶ ଜଣ ଲୋକ ଥିଲେ— ଅର୍ଥାତ10ରୁ ଅଧିକ ଓ25ରୁ ନ୍ୟୁନ ଏପରି ଲୋକ ଥିଲେ ଏହିପରି 'ଦଶ ବାର' 'ଦଶ ପନ୍ଦର' 'ଦଶ କୋଡିଏ' 'ଦଶ ତିରିଶି' ଇତ୍ୟାଦି ଶବ୍ଦର ବ୍ଯବହାର ଅଛି]