ଦଶ କ୍ଷୀର Daṡa kshīra

  • ସଂ. ବି — ସୁଶ୍ରୁତ ଅନୁସାରେ ଦଶଟି ଜୀବଙ୍କ ଦୁଧ (ଯଥା— ଗାଈର, ମେଣ୍ଢାର, ଓଟର, ଛେଳିର, ମଇଁଷିର, ଘୋଡ଼ୀର, ନାରୀର, ହାତୁଣୀର, ହରିଣୀର ଓ ଗଧର) — Milk from ten species of animals prescribed in the Hindu medical book Suṡruta