ଦଶ କର୍ମ Daṡa karma

  • ସଂ. ବି. (ଦଶ+କର୍ମ; କର୍ମଧା) — ଆର୍ଯ୍ଯ (ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ) ମାନଙ୍କର ଗର୍ଭାଧାନ ଆଦି ଅବଶ୍ୟକର୍ତ୍ତବ୍ୟ ଦଶ ଗୋଟି ସଂସ୍କାର — The ten prescribed rituals required to be performed by the 8 superior castes amongst the Hindus before entering the world; the ten prescribed rites or scraments of a Hindu boy
  • ସଂ. ବି. (ଦଶ+କର୍ମ; କର୍ମଧା) — [ଦ୍ର— 10 ସଂସ୍କାର ଯଥା—ଗର୍ଭାଧାନ, ସବନ ବା ଫୁସବନ, ସୀମନ୍ତୋନ୍ନୟନ, ଜାତକର୍ମ; ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଚୂଡ଼ାକରଣ ବା କର୍ଣ୍ଣବୋଧ, ଉପନୟନ, ସମାବର୍ତ୍ତନ ବା ବିବାହ; ବର୍ତ୍ତମାନ ଭାରତୀୟ ଆର୍ଯ୍ଯବଂଶଧରମାନେ ଏ ସଂସ୍କାରମାନ ଯଥା— ନିର୍ଦ୍ଦିଷ୍ଟ କାଳ ଓ କ୍ରମରେ ଗୋଟି ଗୋଟି କରି ନ କରି ବ୍ରତ ବେଳେ କଳ୍ପନାଶକ୍ତିଦ୍ୱାରା ଏକା ହପ୍ପାକେ ଦୁଇ ଦିନ ମଧ୍ୟରେ ବିବାହ ଛଡ଼ା ନଅ ଗୋଟି ଯାକ କର୍ମ ସମାଧା କରି ବିଧିରକ୍ଷା କରୁ ଅଛନ୍ତି।] — [ଦ୍ର—10ସଂସ୍କାର ଯଥା—ଗର୍ଭାଧାନ, ସବନ ବା ଫୁସବନ, ସୀମନ୍ତୋନ୍ନୟନ, ଜାତକର୍ମ; ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଚୂଡ଼ାକରଣ ବା କର୍ଣ୍ଣବୋଧ, ଉପନୟନ, ସମାବର୍ତ୍ତନ ବା ବିବାହ; ବର୍ତ୍ତମାନ ଭାରତୀୟ ଆର୍ଯ୍ଯବଂଶଧରମାନେ ଏ ସଂସ୍କାରମାନ ଯଥା— ନିର୍ଦ୍ଦିଷ୍ଟ କାଳ ଓ କ୍ରମରେ ଗୋଟି ଗୋଟି କରି ନ କରି ବ୍ରତ ବେଳେ କଳ୍ପନାଶକ୍ତିଦ୍ୱାରା ଏକା ହପ୍ପାକେ ଦୁଇ ଦିନ ମଧ୍ୟରେ ବିବାହ ଛଡ଼ା ନଅ ଗୋଟି ଯାକ କର୍ମ ସମାଧା କରି ବିଧିରକ୍ଷା କରୁ ଅଛନ୍ତି]