ଦଶ କନ୍ଧର Daṡa kandhara

  • ସଂ. ବି. (ଦଶ+କନ୍ଧର=ଗ୍ରୀବା; ବହୁବ୍ରୀହି) — ରାବଣ — Rābaṇa; the ten-headed demon
  • ସଂ. ବି. (ଦଶ+କନ୍ଧର=ଗ୍ରୀବା; ବହୁବ୍ରୀହି) — ବିବେକ ଦଶକନ୍ଧର ଅନନ୍ତକୁ ଅନ୍ତକର କାଲି ଅଚ୍ୟୁତ କରିବ ଚ୍ୟୁତ ଯେ। ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।