ଦଲ୍ଦଲିଆ Dal-daliā

  • ଦେ. ବିଣ. (ସଂ. ଦଳ୍ ଧାତୁ=ଦଳିବା) — ପତଳା କାଦୁଅ ଯୁକ୍ତ; କୋମଳ ଓ କାଦୁଆ; କାଦୁଅ ପ୍ରାୟ ନରମ; ଯାହାକୁ ମାଡ଼ି ଦେଲେ ନଇଁ ଯାଏ ଓ ଛାଡ଼ିଦେଲେ ଉଠିଯାଏ; ନରମା ଓ ସ୍ଥିତିସ୍ଥାପକ — Yielding like mud; soft and elastic
  • ଦେ. ବିଣ. (ସଂ. ଦଳ୍ ଧାତୁ=ଦଳିବା) — ପଙ୍କୁଆ — Clayey; muddy
  • ଦେ. ବିଣ. (ସଂ. ଦଳ୍ ଧାତୁ=ଦଳିବା) — ପୂଜା ଓ ଘାଆଦ୍ୱାରା ମାତି ଉଠିଥିବା (ବ୍ରଣାଦି) — Gangrenous; ulcerous