ଦର୍ଶୟିତା Darṡayitā

  • ସଂ. ବିଣ. ପୁଂ (ଦର୍ଶୟିତୃ ଶବ୍ଦ; ଦୃଶ୍ ଧାତୁ ଣିଚ୍, ଦର୍ଶି ଧାତୁ=ଦେଖାଇବା+କର୍ତ୍ତୃ. ତୃ; 1 ମା. 1 ବ) — ଯେ ଦେଖାଏ — One who exhibits; showing
  • ସଂ. ବିଣ. ପୁଂ (ଦର୍ଶୟିତୃ ଶବ୍ଦ; ଦୃଶ୍ ଧାତୁ ଣିଚ୍, ଦର୍ଶି ଧାତୁ=ଦେଖାଇବା+କର୍ତ୍ତୃ. ତୃ; 1 ମା. 1 ବ) — ପ୍ରକାଶକ — Manifesting
  • ସଂ. ବିଣ. ପୁଂ (ଦର୍ଶୟିତୃ ଶବ୍ଦ; ଦୃଶ୍ ଧାତୁ ଣିଚ୍, ଦର୍ଶି ଧାତୁ=ଦେଖାଇବା+କର୍ତ୍ତୃ. ତୃ; 1 ମା. 1 ବ) — ଯେ କୌଣସି ସ୍ଥାନର ଦର୍ଶନୀୟ ବସ୍ତୁମାନଙ୍କୁ ଦର୍ଶକ— ମାନଙ୍କୁ ବୁଲାଇକରି ଦେଖାଏ — One who shows round a place to visitors
  • ସଂ. ବିଣ. ପୁଂ (ଦର୍ଶୟିତୃ ଶବ୍ଦ; ଦୃଶ୍ ଧାତୁ ଣିଚ୍, ଦର୍ଶି ଧାତୁ=ଦେଖାଇବା+କର୍ତ୍ତୃ. ତୃ; 1 ମା. 1 ବ) — ଯେ କୌଣସି ବସ୍ତୁ ଆଡ଼କୁ ହାତ ବଢ଼ାଇ ଅନ୍ୟକୁ ଦେଖାଇଦିଏ — Pointing out
  • ସଂ. ବି — ଦ୍ୱାରପାଳ — A door-keeper