ଦର୍ଶେଇବା Darṡeibā
- ଦେ. କ୍ରି (ସଂ. ଦୃଶ ଧାତୁ ଣିଚ, ଦର୍ଶି ଧାତୁ) — ଦର୍ଶନ କରାଇବା; ଦେଖାଇବା — To show; to exhibit; to display; to point out
- ଦେ. କ୍ରି (ସଂ. ଦୃଶ ଧାତୁ ଣିଚ, ଦର୍ଶି ଧାତୁ) — (କଚିରିଆ) ପ୍ରମାଣ ଉପସ୍ଥାପିତ କରିବା; ଦାଖଲ କରିବା — To cite; to adduce; to produce
- ଦେ. କ୍ରି (ସଂ. ଦୃଶ ଧାତୁ ଣିଚ, ଦର୍ଶି ଧାତୁ) — ଅନ୍ୟର ଦୃଷ୍ଟି ଆକର୍ଷଣ କରିବା — To attract the attention of another
- ଦେ. କ୍ରି (ସଂ. ଦୃଶ ଧାତୁ ଣିଚ, ଦର୍ଶି ଧାତୁ) — ପ୍ରମାଣିତ କରିବା — To prove