ଦର୍ଶିବା Darṡibā

  • ଦେ. କ୍ରି (ସଂ. ଦୃଶ୍ ଧାତୁ) — ଦେଖା ପଡ଼ିବା — To be seen; to be found
  • ଦେ. କ୍ରି (ସଂ. ଦୃଶ୍ ଧାତୁ) — (ଯଥା—ତାଙ୍କଠାରେ ତ କିଛି ଦୋଷ ଦର୍ଶୁ ନାହିଁ।)